ଭାରତ ମୌସୁମୀ ବିଭାଗ ଓ କୃଷି ମନ୍ତ୍ରଣାଳୟ କୃଷକ ମାନଂକୁ ମୌସୁମୀ ଆଧାରିତ ସୁଚନା ନିଶୁଲ୍କ ଏସ.ଏମ.ଏସ. ଦ୍ବାରା ପ୍ରଦାନ କରିବା ହେତୁ ଏକ ପଦ୍ଧତି ବିକାଶ କରିଅଛି | ଏହି ସେବା ପାଇବା ସକାଶେ କୃଷକ ମାନେ ନିଜର ମୋବାଇଲ ନମ୍ବର ଓ ଫସଲର ପଂଜିକରଣ କରିବା ସକାଶେ ଅନୁରୋଧ କରାଯାଉଅଛି | ପଂଜୀକୃତ ଚାଷୀ କୃଷି ସମ୍ବନ୍ଧିତ ସୂଚନା ଓ ପାଣିପାଗର ଚରମ ଘଟଣା ଗୁଡିକ ଏସ.ଏମ.ଏସ. ମାଧ୍ୟମରେ ପାଇବେ |
ଚାଷୀମାନେ ନିମ୍ନଲିଖିତ ନିର୍ଦ୍ଦେଶ ଅନୁସାରେ ପଂଜିକରଣ ପତ୍ରରେ ସୂଚନା ଦେବେ:
୧) ୭, ୮, ୯. ଅଂକରୁ ଆରମ୍ଭ ୧୦ ଅଂକ ମୋବାଇଲ ନମ୍ବର ଲେଖନ୍ତୁ |

୨) ଡ୍ରପ ଡାଉନ ମେନୁରେ ଯାଇ ନିଜ ରାଜ୍ୟ, ଜିଲ୍ଲା, ଓ ବ୍ଲକ ଚୟନ କରନ୍ତୁ |

୩) ଡ୍ରପ ଡାଉନ ମେନୁରେ ଯାଇ ନିଜ ଫସଲ ଚୟନ କରନ୍ତୁ |

୪) ଚିତ୍ରରେ ଥିବା ଲେଖା ଲେଖି ସେଭ୍ ମେନୁ ଦବାନ୍ତୁ |

୫) ସ୍କ୍ରିନରେ ପଂଜୀକୃତ ସଫଳ ହେଲା ବୋଲି ପ୍ରଦର୍ଶିତ ହେବ |

୬) ପଂଜିକରଣ ସକାଶେ ଏହିଠାରେ କ୍ଲିକ କରନ୍ତୁ | ପଂଜିକରଣ ସକାଶେ ଏହିଠାରେ କ୍ଲିକ କରନ୍ତୁ